Latest News

୪ ହଜାର ବର୍ଷ ପୁରାତନ କଳା ସୁନା ଠାବ

ରାଷ୍ଟ୍ରଦୀପ 18/03/2024ବିଶ୍ୱ ବାତାୟନ

ଇଟାଲୀ ସ୍ଥିତ କ୍ୟାପ୍ରି ଦ୍ୱୀପ ଜଳରାଶିରେ ଗବେଷକଦଳ ଅନୁଧ୍ୟାନ କରି ହଜାର ବର୍ଷ ପୁରାତନ କଳା ସୁନା ଚିହ୍ନଟ କରିଛନ୍ତି । ଏକ ଜାହାଜ ଭଗ୍ନାବଶେଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟମାନ ମଧ୍ୟ ଗବେଷକଦଳ ଏକଜୁଟ କରିଥିବା ପ୍ରକାଶ । ସମୁଦ୍ରରୁ ୧୩୦ଫୁଟ୍ ଗଭୀରରେ ମିଳିଥିବା ଏସବୁ ଜିନିଷରେ ଏକ ଲମ୍ବା କାଚ ମଧ୍ୟ ରହିଛ

, ଯାହା ଶୀତଳ ଲାଭାରୁ ପ୍ରସ୍ତୁତ । ଗବେଷକ ମୁଖ୍ୟ କହିଛନ୍ତି, ପ୍ରାୟ ୧୦୦୦ ବର୍ଷ ତଳେ ଏପରି ଉପାୟରେ ଲୋକେ କାଚ ତିଆରି କରୁଥିଲେ । ସେଥିରୁ ସୁନ୍ଦର ଘରକରଣା ଜିନିଷ ଓ ଆଭୂଷଣମାନ କାରିଗରମାନେ ପ୍ରସ୍ତୁତ କରୁଥିଲେ । ଗବେଷକଦଳ ଏହି କଳାସୁନାକୁ ପରିଷ୍କାର କରିବା ପାଇଁ ବିଭିନ୍ନ ପ୍ରୟୋଗ କରିବାରେ ଲାଗିଛନ୍ତି ।

Flip Book Link:

Related Post